Wednesday, 22 January 2025

ମୋତେ ଆପଣାର କରିନିଅ ହେ ମହାବାହୁ

ମୋତେ ଆପଣାର କରିନିଅ ହେ ମହାବାହୁ ତୁମ୍ଭରି କମଳପାଦକୁ କଠଉ ପରି ସେବୁଥିବି ମୋତେ ଆପଣାର କରନିଅ ଦୀନଦୁଃଖି ବନ୍ଧୁ ତୁମ୍ଭରି ଦାତା ପଣକୁ ସଦା ହୃଦରେ ଝୁରୁଥିବି

No comments:

Post a Comment