Saturday, 18 January 2025

ଯୋଗୀ ଜ୍ଞାନୀ ଭକ୍ତ ବୈରାଗୀକୁ ସୁଲଭ ସେ ଗୋବିନ୍ଦ

ଯୋଗୀ ଜ୍ଞାନୀ ଭକ୍ତ ବୈରାଗୀକୁ ସୁଲଭ ସେ ଗୋବିନ୍ଦ ଗୋବିନ୍ଦ ଅତି ସୁଲଭ ଚକାଡୋଳା ଠାରିଦେଲେ ଆଖି ବୈଷ୍ଣବ ଶାକ୍ତ ଶୈବ ସୁଦୂର ଅତି ସୁକ୍ଷ୍ମ ଦୃଷ୍ଟିକୁ ସୁଲଭ ସୁଲଭ କମଳା ପାଦ ପଦ୍ମ ଚିତ୍ତା ଝୋଟି ଥିଲେ ଲେଖି

No comments:

Post a Comment