Wednesday, 29 January 2025

ଆସ ଆସ ଧରାକୁ ଅବତରି ହେ ଗୋବିନ୍ଦ

ଆସ ଆସ ଧରାକୁ ଅବତରି ହେ ଗୋବିନ୍ଦ ମୋତେ ତୋହରି ସଂସାର ହେଲା ଭାରି ଓହ୍ଲା ଓହ୍ଲା ଓହ୍ଲା ମୋହର କାନ୍ଧରୁ ଜଞ୍ଜାଳ ମୋତେ ତୋ ଭୁଜତଳେ ସଦା ରଖ ହରି

No comments:

Post a Comment