Sunday, 12 January 2025

ସନ୍ତାନ ମନ ଭକତି ତୋର ଆକାର ଅଖିଳ ଜନନୀ

ସନ୍ତାନ ମନର ଭକତି ତୋର ଆକାର ଅଖିଳ ଜନନୀ ସହି ବୋହିଥାଉ ସତ୍ୟ ଶାନ୍ତି ଧର୍ମ ଦୟା କ୍ଷମା ପ୍ରେମ ଗୋମାତା ବସୁଧା ଜାହ୍ନବୀ କମଳ ରବି ଶଶୀ କିରଣ ବଞ୍ଚିତ କଲୁ ପାଦ ସେବାରୁ ବ୍ୟର୍ଥ ହେଲା ରାମ ନାମ

No comments:

Post a Comment