A flower with 4 petals
Tuesday, 28 January 2025
ତୋ ଉଦାର ଚକାଡୋଳା ରୂପ ଯେତେ ଗାଢ଼ କଳା
ତୋ ଉଦାର ଚକାଡୋଳା ରୂପ ଯେତେ ଗାଢ଼ କଳା ଶ୍ରୀଗୋବିନ୍ଦ ହେ ରେଣୁଟିଏ ଲାଗିଗଲା ଏ ମଥାରେ ତୋ ସ୍ପର୍ଶରେ କି ରୋମାଞ୍ଚ କିବା ପୁଲକିତ ଗୋବିନ୍ଦ ଗୋବିନ୍ଦ ହେ କହୁ କହୁ ମୁଁ କହି ପକାଇଲି କଥାରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment