A flower with 4 petals
Saturday, 11 January 2025
ତୁମ୍ଭେ ମହାବାହୁ ତୁଳସୀ ମନ୍ଦାର ଦୁଦୁରା
ତୁମ୍ଭେ ମହାବାହୁ ତୁଳସୀ ମନ୍ଦାର ଦୁଦୁରା ତୁମ୍ଭ ଅପଲକ ଦୃଷ୍ଟି ଅଶେଷ ସୁଧା ଭରା ତୁମ୍ଭେ ଅଧାଗଢା କାମୀ ମୁମୁକ୍ଷୁର ପ୍ରାପ୍ତି ତୁମ୍ଭ ଛନ୍ଦାପଦ ସରସିଜ ମକରନ୍ଦ ଝରା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment