A flower with 4 petals
Saturday, 25 January 2025
ବିନ୍ଦୁ କେଉଁଠୁ ଆସିଲା ଜାଣିବି ବୋଲି ଅଶେଷ ବାଞ୍ଛା ଧରି
ବିନ୍ଦୁ କେଉଁଠୁ ଆସିଲା ଜାଣିବି ବୋଲି ଅଶେଷ ବାଞ୍ଛା ଧରି ପାଦ କମଳର ପ୍ରତି ପାଖୁଡା ପ୍ରତି ରେଣୁରେ ଖୋଜିଦେଲି ବଡଦାଣ୍ଡ ବାଇଶି ପାହାଚ ଚନ୍ଦନ ଅର୍ଗଳୀ ପ୍ରଶାନ୍ତିକୁ ଯାତ୍ରା ମକରନ୍ଦ ପାନ କରି ଛନ୍ଦା ପାଦରେ ପଥ ଶ୍ରମ ବୁଝେଇଲି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment