Friday, 24 January 2025

ପାଇବା ହରାଇବା ଏହି ଦୁଇଟି ଚକି ମଧ୍ୟରେ

ପାଇବା ହରାଇବା ଏହି ଦୁଇଟି ଚକି ମଧ୍ୟରେ ଗୋଟା ବିରି ସମ ନିରନ୍ତର ହେଉଥାଏ ଗୁଣ୍ଡ ସହି ନ ପାରି ଠିଆ ହେଲେ ଦୁଆର ବନ୍ଧରେ ସମ୍ପୂର୍ଣ୍ଣ ପାପ ହାଣ୍ଡିକୁ କରି ଦେଲ ଖଣ୍ଡ ଖଣ୍ଡ

No comments:

Post a Comment