Tuesday, 28 January 2025

ଯେଉଁ ପାଦକୁ ନିରନ୍ତର ସେବନ୍ତି ଲକ୍ଷ୍ମୀ ଠାକୁରାଣୀ

ଯେଉଁ ପାଦକୁ ନିରନ୍ତର ସେବନ୍ତି ଲକ୍ଷ୍ମୀ ଠାକୁରାଣୀ ଥରୁଟେ କଣ ମୁହିଁ ଛୁଇଁ ପାରିବି ନାହିଁ ହେ ଗୋବିନ୍ଦ କି ପାଇଁ ମୋତେ ପିତା ମାତା ଜନ୍ମ କଲେ କେଜାଣି ତୋ ଦର୍ଶନ ଅଭାବ ହୃଦୟରେ ଭରେ ବେଶି ଦରଦ

No comments:

Post a Comment