Thursday, 23 January 2025

ଯାହାକୁ ବଢ଼ାଇ ଦେଲୁ ତୋ ଛନ୍ଦାପାଦ

ଯାହାକୁ ବଢ଼ାଇ ଦେଲୁ ତୋ ଛନ୍ଦାପାଦ ଛୁଇଁ ଦିଅନ୍ତେ ମୁଁକାର ହେଲା ବେକାର ଯାହାକୁ ତୋ ଭୁଜତଳେ ଦେଲୁ ଆଶ୍ରୟ ଲିଭାଇ ଅଣଚାଶ ଅକ୍ଷର କଲା ଓଁକାର

No comments:

Post a Comment