Saturday, 18 January 2025

ଯେମିତି ଉଷା କମଳିନୀ ଚାହିଁଥାଏ ପ୍ରାଚୀ ଭାଷ୍କରକୁ

ଯେମିତି ଉଷା କମଳିନୀ ଚାହିଁଥାଏ ପ୍ରାଚୀ ଭାଷ୍କରକୁ ସେମିତି ସେ ଚକାଡୋଳା ଚାହିଁଥାନ୍ତି ଜୀବ ଅଭାବକୁ ଆଖିରେ ଆଖି ମିଳିଲେ ସାତ ଆବରଣ ଖୋଲିଯାଏ ଶାରୀ କହେ ଶୁଆ ଅନୁଭବ ଲାଭ ନୁହଇଁ ଅକ୍ଷରକୁ

No comments:

Post a Comment