Friday, 3 January 2025

ପ୍ରଜାପତି ହୋଇ ସୃଷ୍ଟି କରୁ ଗୋବିନ୍ଦ ହେ

ପ୍ରଜାପତି ହୋଇ ସୃଷ୍ଟି କରୁ ଗୋବିନ୍ଦ ହେ ପଞ୍ଚ ଭୁତ ହୋଇ ଜନନୀ ସ୍ନେହଁରେ ପାଳୁ ନିଷ୍କାମ କର୍ମଫଳ ଶ୍ରଦ୍ଧାରେ ଅର୍ପଣ କଲେ ହୃଦୟ ପୂରି ଆଞ୍ଜୁଳିରୁ ସୁଧା ହୋଇ ଗଳୁ

No comments:

Post a Comment