Saturday, 4 January 2025

ମୋବାଇଲି ବିନା ମନ ମାଙ୍କଡ ପାଗଳ

ମୋବାଇଲି କବଜା କଲା ମୋର ହାତ ଆଖି କାନ ମୋବାଇଲି ବିନା ଜୀବନ କ୍ଷଣେ ଲାଗଇ ପାଗଳ ମୋବାଇଲି ତମାଖୁ ଗୁଟୁକା ମଦଠାରୁ ବଡ ନିଶା ମୋବାଇଲି କଂସେଇ କଟୁରୀ ମୁହିଁ ଏକ ଛାଗଳ

No comments:

Post a Comment