Sunday, 5 January 2025

ସଂସାର ହାଟକୁ ସଉଦା କରିବାକୁ ଯାଉଅଛୁ ମନରେ

ସଂସାର ହାଟକୁ ସଉଦା କରିବାକୁ ଯାଉଅଛୁ ମନରେ ବିକାର ବର୍ଜନ କରି ଇନ୍ଦ୍ରିୟ ନିଜ ଆୟତରେ ରଖିଥିବୁ ହେଜ ରଖିଥିବୁରେ ବ୍ୟବସାୟୀ ଜଣକ ଅକର୍ମା ଦାନୀ ଯାହା ମାଗିଲେ ଦେବ କେବଳ ଛନ୍ଦାପାଦକୁ ଚିନ୍ତୁଥିବୁ

No comments:

Post a Comment