Saturday, 4 January 2025

କଳା ଗୋବିନ୍ଦଙ୍କୁ ପରାଣ ପୁରାଇ ଅନା ସଙ୍ଗାତରେ

କଳା ଗୋବିନ୍ଦଙ୍କୁ ପରାଣ ପୁରାଇ ଅନା ସଙ୍ଗାତରେ ବସିବା ଠାବରୁ ଅନା ମୁହିଁ ଏ ଦେହ ଭାବକରି ଚୁନା ସେହି ନବଘନ ପୀତବାସ ବନମାଳୀ ବଂଶୀ ବଦନ ତୁ ଚିନ୍ତ ସମ୍ପଦେ ବିପଦେ ସେହି ପତିତପାବନବାନା

No comments:

Post a Comment