Tuesday, 11 March 2025

ଦୁଇଟା ଯାକ ଆଖିରୁ ମୋ ଯଥେଷ୍ଟ କମିଲାଣି ଦୃଷ୍ଟି ଶକ୍ତି

ଦୁଇଟା ଯାକ ଆଖିରୁ ମୋ ଯଥେଷ୍ଟ କମିଲାଣି ଦୃଷ୍ଟି ଶକ୍ତି ନୀଳଚକ୍ର ପତିତପାବନ ବାନାକୁ ଆଉ ପାଉ ନାହିଁ ଆଖି ଅଣ୍ଟା ବାତରେ ବଙ୍କିଲା ମୋର ଅଣ୍ଟା ଚାଲିବାକୁ ଅସମର୍ଥ ଗୋବିନ୍ଦ ତୋତେ ଭେଟିବାର ଆଶା ନଦୀ ଗଲାଣି ଶୁଖି

No comments:

Post a Comment