Friday, 21 March 2025

ଚଳିତ ଚରଣ ସ୍ମରଣ ଆହାଃ କେଡେ ମଧୁର

ଚଳିତ ଚରଣ ସ୍ମରଣ ଆହାଃ କେଡେ ମଧୁର ପାଦ ପାଦ ପାଦରେ ଫୁଟି ଉଠୁଥିଲା କମଳ ଭାଷୁଥିଲେ ବଚନ ମଧୁର କେଡେ କୋମଳ ପୁଣ୍ୟବନ୍ତ କର୍ଣ୍ଣ ଗହ୍ୱର କଲେ ସକଳ ଅମଳ

No comments:

Post a Comment