Tuesday, 25 March 2025

ହେ ଗୋବିନ୍ଦ ତୋ ମୋହନ ବଂଶୀ କାହିଁ ଗଲା

ହେ ଗୋବିନ୍ଦ ତୋ ମୋହନ ବଂଶୀ କାହିଁ ଗଲା ଯିଏ ସକଳ ଗୋପୀ ଗୋପାଳ ଚିତ୍ତକୁ ହରିଲା ଥରୁଟିଏ ଡାକ ଦେଲେ ଏହି ପତିତ ତରିଯାନ୍ତା ହେ ବାସୁଦେବ ମୋତେ କେଡେ କପଟ କଲା

No comments:

Post a Comment