Friday, 28 March 2025

ପତିତ ଜନ ବିସ୍ମୃତ ହେଲେ ଅଶେଷ ଲୀଳା ବିଭୁତିରେ

ପତିତ ଜନ ବିସ୍ମୃତ ହେଲେ ଅଶେଷ ଲୀଳା ବିଭୁତିରେ ନାମ ସଙ୍କୀର୍ତ୍ତନ ସୁଧା ବୈଷ୍ଣବ ଜନେ ହୋଇଲେ ବିସ୍ମୃତ ଦେବାଧି ଦେବ ମହାଦେବ ଶିର କେଶ ଜଟା ହୋଇଲା କୃଷ୍ଣାୟ ତୁଭ୍ୟମଂ ନମୋ ତୋ ଛନ୍ଦାପାଦରେ ଶିର ନତ

No comments:

Post a Comment