Friday, 21 March 2025

ସେ ନୁହଁ ରାଧା ସେହି ନୁହଁ କୃଷ୍ଣ

ସେ ନୁହଁ ରାଧା ସେହି ନୁହଁ କୃଷ୍ଣ ଏକ ତନୁରେ ସେହି ଚକାଡୋଳା ସଦା ଭକତ ହୃଦୟ ନିବାସା ସେ ପୂର୍ଣ୍ଣ ସମ୍ପୂର୍ଣ୍ଣ ସେହି ମଧୁର ଲୀଳା

No comments:

Post a Comment