ଅଖିଳ ହୃଦୟ କମଳରେ ଯେଉଁ ଚକାଡୋଳା
ଜୀବନ ବାଢିଦିଏ ସୁଖ ଦୁଃଖର ଭରା ପସରା
ସିରିଆର ମଲ୍ଲୀ ମାଳ ସୁମତିର ସୁଗନ୍ଧ ରାଜ
ମୁହିଁ ଭାବ ସାଗରେ ଭାସିଯାଏ ବଂଶୀ ଧରା
Sumati to Siria : "ଭୋରଣୀ ଲୋ ତୋ ବାଡି ମଲ୍ଲୀ ଦେଇ ଭାବୁଛୁ ମୋ ଚଗଲା କୁ କରିବୁ ବନ୍ଧି ମୁଁ କିନ୍ତୁ ସୁଗନ୍ଧା ରାଜ ମାଳରେ ତାକୁ ଦେଇଛି ଛନ୍ଧି"
No comments:
Post a Comment