Friday, 21 March 2025

ଖୋକର ବୁଢାକୁ ବି କରେ ଭେଣ୍ଡିଆ

ଖୋକର ବୁଢାକୁ ବି କରେ ଭେଣ୍ଡିଆ ଏଡିକି ସୁମନୋହର କୃଷ୍ଣ ରୂପ ଛଟା ବୈଷ୍ଣବ ଦୁଆରେ କୁଡ଼ିଆଟେ କଲି ହୃଦରେ ବୋଳିଲି କୃଷ୍ଣ ନାମ ଅଠା

No comments:

Post a Comment