Sunday, 23 March 2025

ଝଡ ଭୟରେ ମୁହିଁ ଗୃହ

ଝଡ ଭୟରେ ମୁହିଁ ଗୃହ କବାଟ କିଳିଲି ଭାବୁଥିଲି ବାହାରେ ସମ୍ପୁର୍ଣ୍ଣ ବ୍ରହ୍ମାଣ୍ଡ ନିସ୍ଵ ଝରକାରୁ ଦେଖିଲି ସର୍ବେ ସର୍ବ ସୁରକ୍ଷିତ ମାତା ପିତା ସମ ହରି ପାଳେ ଏହି ବିଶ୍ଵ

No comments:

Post a Comment