Friday, 21 March 2025

ଶ୍ରୀଗୋବିନ୍ଦ କଳା ମୁଗୁନି ପଥର

ଥିଲେ ଥାଆନ୍ତୁ ଶ୍ରୀଗୋବିନ୍ଦ କଳା ମୁଗୁନି ପଥର ସବୁଦିନ ଦେଉଥିବି ହୃଦୟ ପଦକକୁ ଗାଧେଇ ମଧୁର ମୋହନ ବଂଶୀ ଶ୍ରୀମୁଖକୁ ଦେଖୁଥିଲେ ରଜନୀ ଗନ୍ଧା ମାଳା ମୁଁ ପାରିବି ନାହିଁ ପିନ୍ଧେଇ

No comments:

Post a Comment