Sunday, 23 March 2025

ତୋ ଚକାଡ଼ୋଳାରେ ଆଖି ମିଳାଇଲେ

ତୋ ଚକାଡ଼ୋଳାରେ ଆଖି ମିଳାଇଲେ ମୋର ପାଞ୍ଚ ଭୁତ ପିଣ୍ଡରେ ପ୍ରାଣ ପଶେ ତୋ ମଧୁର ଲୀଳାର କେହି କହୁଥିଲେ ମୋ ମନ ସେ ବୈଷ୍ଣବ ପାଦରେ ବସେ

No comments:

Post a Comment