Wednesday, 26 March 2025

ନବ ଦୁର୍ବାଦଳ ଆଭା ଶ୍ରୀଗୋବିନ୍ଦ ତନୁ

ନବ ଦୁର୍ବାଦଳ ଆଭା ଶ୍ରୀଗୋବିନ୍ଦ ତନୁ ପଞ୍ଚ ବେଦ ବ୍ରହ୍ମା ଶିବ ମୁଖରେ ପ୍ରତିଭା ଝୁଲି ଚଢେ ଚାର ମାଳ ଭକ୍ତ ମେଳରେ ବୁଲି ଚାହିଁଲେ ଶୀତଳ ପ୍ରାଣ କି ଲୋଭା

No comments:

Post a Comment