Tuesday, 25 March 2025

କିବା ପାଇଲି କିବା ହରାଇଲି କାହିଁକି ଚିନ୍ତା

କିବା ପାଇଲି କିବା ହରାଇଲି କାହିଁକି ଚିନ୍ତା ମନରେ ମୁହିଁ ସାଥିରେ କିଛିତ ନ ଥିଲି ଆଣି ଆର୍ଜିଲା ପାପ ପୂଣ୍ୟ କୃଷ୍ଣ ପାଦରେ ଥୋଇ ବୈଷ୍ଣବ ସାଥିରେ ଖୋଜୁଥିବା ବେଣୁ ପାଣି

No comments:

Post a Comment