Sunday, 23 March 2025

ଭାଇ ଲୋ କିବା ସ୍ୱପନଟେ ଅବା ମୁଁ ଦେଖିଲି

ଭାଇ ଲୋ କିବା ସ୍ୱପନଟେ ଅବା ମୁଁ ଦେଖିଲି କୋଟି ରବି ତେଜ କୃଷ୍ଣ ଚିକ୍କଣ କଳା ମୁଗୁନି ତୁମ ଶୟନ ଘରୁ ଆସି ମୋହୁଛି ପୂଜା ବେଦି ତାର ରୂପ ମାଧୁରୀ ଚାହିଁଲେବି ମନ ଭୁଲେନି

No comments:

Post a Comment