Friday, 28 March 2025

ଗୋବିନ୍ଦ ହରେ ଗୋପାଳ ହରେ କେଶବ ହରେ

ଗୋବିନ୍ଦ ହରେ ଗୋପାଳ ହରେ କେଶବ ହରେ ଆଲୋ ଆତ୍ମା ଶାରୀ ଦେହ ପଞ୍ଜୁରୀରେ ଜପୁଥା ଶ୍ୟାମଳ ତନୁ ଉଦାର ଚାହାଁଣି ଅଧରରେ ବଂଶୀ ଶାରୀ ଲୋ ତ୍ରିଭଙ୍ଗ ଠାଣି ଛନ୍ଦାପାଦକୁ ଚିନ୍ତୁଥା

No comments:

Post a Comment