Tuesday, 25 March 2025

ହରି ନାରାୟଣ କୃଷ୍ଣ ନାରାୟଣ ଗୋବିନ୍ଦ ନାରାୟଣ

ହରି ନାରାୟଣ କୃଷ୍ଣ ନାରାୟଣ ଗୋବିନ୍ଦ ନାରାୟଣ ହୃଦୟ କମଳୟରେ ମନ ଭଅଁରଟି ଗୁଣୁ ଗୁଣୁ କରେ ଘନଶ୍ୟାମ ସୁନ୍ଦର ପିତ ବସନ ବନମାଳୀ ବଂଶୀଧର ଚିତ୍ତ ଚୋର ମଧୁର ବଂଶୀ ବଜାଇ ଡାକିଦେବୁ ଥରେ

No comments:

Post a Comment