A flower with 4 petals
Saturday, 29 March 2025
ଅନ୍ତରୀକ୍ଷର ସକଳ ନକ୍ଷତ୍ର ପୁଞ୍ଜ ଯାହା ପାଦ ପାଉଁଜିରେ
ଅନ୍ତରୀକ୍ଷର ସକଳ ନକ୍ଷତ୍ର ପୁଞ୍ଜ ଯାହା ପାଦ ପାଉଁଜିରେ କୁମାର ପୂର୍ଣ୍ଣିମା ଚନ୍ଦ୍ର ମୁଖ ବାଳ ରବି ଯାହା କର୍ଣ୍ଣ କୁଣ୍ଡଳ ମାନସ ଚିନ୍ତରେ ସେହି ଶ୍ୟାମାର ଅଳତା ବୋଳା ପାଦକୁ ଭେଟି ପାରୁ ପାଦ ଚିହ୍ନ ଝାଡୁ କରୁଥା ସଂକୀର୍ତ୍ତନ ମଣ୍ଡଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment