Saturday, 29 March 2025

ଶ୍ରୀଗୋବିନ୍ଦଙ୍କ ଭଉଣୀ ଶ୍ୟାମା ଅତି ଦୟାଳୁ

ଶ୍ରୀଗୋବିନ୍ଦଙ୍କ ଭଉଣୀ ଶ୍ୟାମା ଅତି ଦୟାଳୁ ଦୟାମୟୀ କୃପାମୟୀ ପାଶକୁ ଡାକିନେଲା ଓଁ ସାଇରାମ ଏହି ପତିତ ହୃଦୟରେ ଥୋଇ ଅଳତା ବୋଳା ପାଦରେ ମନ ବାନ୍ଧିନେଲା

No comments:

Post a Comment