Friday, 21 March 2025

ମହାଦେବ ଶ୍ରେଷ୍ଠ ବୈଷ୍ଣବ ଘର ଦେଇ ଆସିଛି

ମହାଦେବ ଶ୍ରେଷ୍ଠ ବୈଷ୍ଣବ ଘର ଦେଇ ଆସିଛି ମଙ୍ଗଳମୟୀ ମଙ୍ଗଳା କମଳ ପାଦକୁ ସ୍ମରି ସ୍ମରି ଅନନ୍ତ ବାସୁଦେବ ପତାରେ ଢାଳି ଦେବେ କୃପା ଜୀବନ ଯାତ୍ରା ପଥରେ ସଦା ଚିନ୍ତଇ ହରି ହରି

No comments:

Post a Comment