Monday, 24 March 2025

ଏହି ଦାରୁଣ ସଂସାର ଜଞ୍ଜାଳ ଶଶ୍ମାନର ଜୁଇ ନିଆଁ

ଏହି ଦାରୁଣ ସଂସାର ଜଞ୍ଜାଳ ଶଶ୍ମାନର ଜୁଇ ନିଆଁ ଆତ୍ମୀୟ ମଢ଼ା ଚଣ୍ଡିଆ କବଳୁ କାହାକୁ ନାହିଁ ତ୍ରାହି ଜୀବନ ଜଳି ଜଳି ମୁଠାଟିଏ ପାଉଁଶ ହୋଇଯାଏ ନିଜର ଠିକଣା ପାଇବା ଆଗରୁ ରାତି ଯାଏ ପାହି

No comments:

Post a Comment