A flower with 4 petals
Saturday, 22 March 2025
ଏହି ପତିତ ହୃଦୟ ସ୍ମରେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ଏହି ପତିତ ହୃଦୟ ସ୍ମରେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ବେନି ନୟନ ଖୋଜଇ ଆକୁଳେ ବନମାଳୀ ବଂଶୀଧର ମଲ୍ଲି ସୁଗନ୍ଧରାଜ ତୁଳସୀ ଆଳତି ବାସ ଚନ୍ଦନ ହସ୍ତରେ ପାଦ ଚଢେ ବାଇଶିପାହାଚ ଆସ ଆସ ହେ ଗରୁଡାସନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment