Thursday, 27 March 2025

କେବଳ ତୋତେ ମୋ ହୃଦ ଦେବି ବୋଲି

କେବଳ ତୋତେ ମୋ ହୃଦ ଦେବି ବୋଲି ହେ ଗୋବିନ୍ଦ ଅଶେଷ ମୁଁ ଭାବିଥିଲି ମନେ ବଡ ହରଷ ରହିଲୁ ଭଉଣୀର ପୂଜାଘରେ ହେ ଅନ୍ତର୍ଯ୍ୟାମୀ ପତିତକୁ ନ ଚିନ୍ତିଲୁ ଦିନେ

No comments:

Post a Comment