Monday, 31 March 2025

ମଲ୍ଲୀ ବୁଦାକୁ ବଡ ଶରଧା ଦେଲି

ମଲ୍ଲୀ ବୁଦାକୁ ବଡ ଶରଧା ଦେଲି ଶ୍ୟାମଙ୍କ ଗଳା ପାଇଁ ହେଲା ମାଳ ଫୁଲ ଚାଙ୍ଗୁଡ଼ିକୁ ବଡ଼ ଶରଧା ଦେଲି ପୂଜା ଘରେ ହୋଇଲା ଭକତି ଥାଳ

No comments:

Post a Comment