Saturday, 22 March 2025

ଶ୍ରବଣ ପଥରେ ଅଶେଷ ଶବ୍ଦ ପଶେ

ଶ୍ରବଣ ପଥରେ ଅଶେଷ ଶବ୍ଦ ପଶେ ମୋ ନୟନ ପଥରେ ଦୃଶ୍ୟ ସଂସାର ହୃଦୟ ସଦା କୃଷ୍ଣ କୃଷ୍ଣ କୃଷ୍ଣ ଜପେ ନବଦ୍ୱାରରେ କିଳି କବାଟ କଂସାର

No comments:

Post a Comment