Friday, 28 March 2025

ମୋ ନିଜ ପିତା ମାତା ମୁହିଁ ସେବି ନାହିଁ

ମୋ ନିଜ ପିତା ମାତା ମୁହିଁ ସେବି ନାହିଁ ପର ଘର ଝିଅ ଦୋଷ ଦେଇ କି ଲାଭ ଅଷ୍ଟାଙ୍ଗ ଯୋଗ ପ୍ରଥମ କକ୍ଷରେ ବସିନି ହେ ଗୋବିନ୍ଦ ତୋତେ ଭେଟିବା ଦୁର୍ଲଭ

No comments:

Post a Comment