Wednesday, 26 March 2025

ନବ ଦ୍ୱାର ପାହାଚ ଉଚ୍ଚ ଝୁଣ୍ଟି ପଡ଼ିଲେ

ନବ ଦ୍ୱାର ପାହାଚ ଉଚ୍ଚ ଝୁଣ୍ଟି ପଡ଼ିଲେ ହେ ସାଇ କୃଷ୍ଣ ତୋ ରୂପ ମନେ ପଡେ କେଡେ ଦୟା ତୋର ହେ ସମ ଦରଶୀ ନାମ ଉଚ୍ଚାରିଲେ ଆନନ୍ଦ ଉଛୁଳି ପଡେ

No comments:

Post a Comment