A flower with 4 petals
Sunday, 23 March 2025
ମୃଦ୍ୟୁ ମଳୟ ପବନ ସ୍ପର୍ଶକଲେ କାଠ ଚନ୍ଦନ ଚନ୍ଦନ ବାସେ
ମୃଦ୍ୟୁ ମଳୟ ପବନ ସ୍ପର୍ଶକଲେ କାଠ ଚନ୍ଦନ ଚନ୍ଦନ ବାସେ କୋମଳ ଉଷା ରବି କର ଛୁଇଁଲେ ପଦ୍ମ ଖୋଲି କରି ହସେ କରୁଣା ବରୁଣାଗାର କ୍ଷମାନିଧି ଓଁ ଶ୍ରୀ ସାଇ ଚକ୍ଷୁ ଦେଖିଲେ ହୃଦୟ ପାଦ ପୂଜାକରେ ମାନସ ଆନନ୍ଦ ସାଗରରେ ଭାସେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment