Monday, 24 March 2025

ଲୋକେ କହନ୍ତି ତୁହି କାଠ ଖଣ୍ଡେ

ଲୋକେ କହନ୍ତି ତୁହି କାଠ ଖଣ୍ଡେ ତୋର ଦେହରେ ଜୀବନ ନାହିଁ ତୁହି ପିତା ମାତା ତୁହି ବନ୍ଧୁ ସଖା ତୋ ସମାନ ବନ୍ଧୁ ଜଗତେ ନାହିଁ

No comments:

Post a Comment