Saturday, 29 March 2025

କଳା ତୁଳସୀ ହାତରେ ଯାହା ପଠେଇଲି

କଳା ତୁଳସୀ ହାତରେ ଯାହା ପଠେଇଲି ଶ୍ରୀଗୋବିନ୍ଦ ମଣିଲେ ସବୁକୁ ମହାପ୍ରସାଦ ବେଦ ବୈଷ୍ଣବ ବୋଲନ୍ତି ଗୋବିନ୍ଦ ଉଦାର କାହିଁ ଦିନେ ଦେଖାଇଲେ ନାହିଁ ଛନ୍ଦାପାଦ

No comments:

Post a Comment