Sunday, 30 March 2025

କୋଇଲି ପରି କୁହୁ କୁହୁ ରାବିଲେ କି ଶୁଣିବୁ

କୋଇଲି ପରି କୁହୁ କୁହୁ ରାବିଲେ କି ଶୁଣିବୁ ଶାରୀ ପରି ମଧୁର ମଧୁର ଗାଇବି କି ଶୁଣିବୁ ହେଲେ ତୋର କାନ ନାହିଁ ହେ ଚକାଡୋଳା ମୋ ସମାନ ମହାପତିତକୁ କେମିତି ତାରିବୁ

No comments:

Post a Comment