Saturday, 29 March 2025

ଅନ୍ତରୀକ୍ଷରେ ତୁହି ଅସୀମ ନକ୍ଷତ୍ର ପୁଞ୍ଜର ଜ୍ୟୋତି

ଅନ୍ତରୀକ୍ଷରେ ତୁହି ଅସୀମ ନକ୍ଷତ୍ର ପୁଞ୍ଜର ଜ୍ୟୋତି ନୀଳକନ୍ଦରରେ ତୁହି ରବି ଶଶୀ ଚକ୍ଷୁ ଚକାଡୋଳା ହୃଦୟ ପଦ୍ମରେ ତୁହି ହେ ମଧୁର ମୁରଲୀ ମୋହନ ଶ୍ରବଣକୁ ସୁଧା ବଂଶୀ ଧ୍ୱନି ଭାବ ଆଖିକୁ କାଳିଦଳା

No comments:

Post a Comment