Saturday, 29 March 2025

ତୁହି କିବା ସେହି ସୁନ୍ଦର ବନମାଳୀ କୃଷ୍ଣ

ତୁହି କିବା ସେହି ସୁନ୍ଦର ବନମାଳୀ କୃଷ୍ଣ ଶ୍ରୀ ଗୀତଗୋବିନ୍ଦରେ ଯୋଡ଼ିଥିଲୁ ଧାଡି ତୁହି କିବା ସେହି ଅତି ଉଦାର ଗୋବିନ୍ଦ ଧର୍ମ ରକ୍ଷା ଲାଗି ଗଧ ପାଦେ ଥିଲୁ ପଡି

No comments:

Post a Comment