Sunday, 30 March 2025

ଜଗନ୍ନାଥ ସ୍ୱାମୀ ମୋର ନୟନ ପଥରେ ରୁହ

ଜଗନ୍ନାଥ ସ୍ୱାମୀ ମୋର ନୟନ ପଥରେ ରୁହ ନ ଥିଲେ ନ ଥାଉ ତୋହର କାନ ହାତ ପାଦ ହୃଦୟରେ ମୋର କିଛି ଭାବ ଭକ୍ତି ଭରିଦେ ନିଜ ହାତରେ ଭୁଞ୍ଜାଇବି ମଣିବୁ ତୁହି ସ୍ୱାଦ

No comments:

Post a Comment