Wednesday, 26 March 2025

ମାଆ ମାଆ ମାଆ ଛୋଟ ଶିଶୁ ଭଳି ଖୋଜୁଛି

ମାଆ ମାଆ ମାଆ ଛୋଟ ଶିଶୁ ଭଳି ଖୋଜୁଛି ମା ପରମ କରୁଣାମୟୀ କେତେ ଲୁଚିବୁ ଆଉ ଶଶ୍ମାନ ଗର୍ତ୍ତରୁ କାଢି ପଞ୍ଚ ଭୁତ ଶବ ଭକ୍ଷିବେ ଭୁବନେଶ୍ୱରୀ ତୋ ପଦ୍ମ ପାଦରେ ଆତ୍ମା ଥାଉ

No comments:

Post a Comment