Monday, 24 March 2025

ଅପଲକ ହେଲୁ ଅଖିଳ ସଂସାର ମୋହିଲୁ

ଅପଲକ ହେଲୁ ଅଖିଳ ସଂସାର ମୋହିଲୁ ଗୋବିନ୍ଦ ହେ ଚିତ୍ତ ସଂସାରେ ଲାଗେ ନାହିଁ ଯେବେ ଆସୁଅଛ ଆସ ହେ ବଂଶୀ ବଦନ ଚାତକ ପରିକା ଆସିବା ବାଟକୁ ଥିବି ଚାହିଁ

No comments:

Post a Comment