Monday, 10 March 2025

ଅନେକ ତୀର୍ଥ ଅନେକ ଦେବୀ ଦେବତା

ଅନେକ ତୀର୍ଥ ଅନେକ ଦେବୀ ଦେବତା ସକଳ ତୀର୍ଥ ପ୍ରସାଦ କେବଳ ପଞ୍ଚାମୃତ ପଞ୍ଚାମୃତ ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ନିବୃତ୍ତି ପାତ୍ର ଭରି ପରିପୂର୍ଣ୍ଣ ହୁଏ ହାତ

No comments:

Post a Comment